ଯଦି ଭଗବାନଙ୍କୁ ସ୍ବପ୍ନରେ ଦେଖିଲେ, ତାହାଲେ ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏମିତି, ନହେଲେ ଆସିଯିବ ଘୋର ବିପଦ

ଦୁନିଆ ରେ ପ୍ରାୟ ସମସ୍ତେ ସ୍ବପ୍ନ ଦେଖନ୍ତି । ଏମିତିକି ଏକ ଗବେଷଣା ରୁ ଜଣା ପଡିଛି ଯେ ପଶୁମାନେ ମଧ୍ୟ ସ୍ୱପ୍ନ ଦେଖନ୍ତି । ଆମକୁ ବିଭିର୍ନ ପ୍ରକାରର ସ୍ୱପ୍ନ ଆସିଥାଏ । ମାତ୍ର ସେଠି ମଧ୍ୟରୁ ଅଧିକାଂଶ ସ୍ବପ୍ନ ଆମେ ଭୁଲିଯାଉ । ଆପଣଙ୍କ ସ୍ୱପ୍ନ ରେ ଯଦି ଭଗବାନ ଦେଖା ଯାଆନ୍ତି ତାହାଲେ ସତର୍କ ରୁହନ୍ତୁ । ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହାକୁ କାହାକୁ କହିବା
 
ଯଦି ଭଗବାନଙ୍କୁ ସ୍ବପ୍ନରେ ଦେଖିଲେ, ତାହାଲେ ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏମିତି, ନହେଲେ ଆସିଯିବ ଘୋର ବିପଦ

ଦୁନିଆ ରେ ପ୍ରାୟ ସମସ୍ତେ ସ୍ବପ୍ନ ଦେଖନ୍ତି । ଏମିତିକି ଏକ ଗବେଷଣା ରୁ ଜଣା ପଡିଛି ଯେ ପଶୁମାନେ ମଧ୍ୟ ସ୍ୱପ୍ନ ଦେଖନ୍ତି । ଆମକୁ ବିଭିର୍ନ ପ୍ରକାରର ସ୍ୱପ୍ନ ଆସିଥାଏ । ମାତ୍ର ସେଠି ମଧ୍ୟରୁ ଅଧିକାଂଶ ସ୍ବପ୍ନ ଆମେ ଭୁଲିଯାଉ ।

ଆପଣଙ୍କ ସ୍ୱପ୍ନ ରେ ଯଦି ଭଗବାନ ଦେଖା ଯାଆନ୍ତି ତାହାଲେ ସତର୍କ ରୁହନ୍ତୁ । ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହାକୁ କାହାକୁ କହିବା ଉଚିତ ନୁହଁ । ଏହାର ଅନୁଭବକୁ ନିଜ ଭିତରେ ଗୁପ୍ତ ହିଁ ରଖନ୍ତୁ।

ପ୍ରତ୍ୟେକ ଜୀବରେ ରହୁଥିବା ଆତ୍ମା ପରମେଶ୍ୱରଙ୍କ ସ୍ୱରୂପ ହୋଇଥାଏ। ଏମିତିରେ ଜୀବିତ ରୂପରେ ଯଦି ଆପଣ ଈଶ୍ୱର ଦର୍ଶନ ହୋଇଥାଏ, ତେବେ ଏହାର ଅର୍ଥ ପ୍ରକୃତି ଆପଣଙ୍କ ସହିତ କଥା ହେବାକୁ ଚାହୁଁଛି, ସେଥିପାଇଁ ସ୍ୱପ୍ନ ମାଧ୍ୟମରେ ଅବଗତ କରାଉଛି।

ଯଦି ଆପଣ କାହାକୁ ସ୍ୱପ୍ନ ବିଷୟରେ କୁହନ୍ତି ତାହାଲେ ସେ ସ୍ୱପ୍ନ ଅଧୁରା ରହିଯିବ । ଆପଣଙ୍କୁ ଲାଭ ବଦଳରେ ନ୍ୟଷ୍ଟି ହେବ ।