ବାହାଘରକୁ ମାତ୍ର ଅଢେଇ ବର୍ଷ, ସ୍ତ୍ରୀକୁ ଛାଡି ଅନ୍ୟ ଝିଅ ସହ ସ୍ୱାମୀର ରାସଲାଳୀ ଦେଖି ଜୀବନ ହାରିଲା ସ୍ତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌ ନୋଟ୍‌ରେ ସ୍ବାମୀ ଆଉ ପ୍ରେମିକାଙ୍କୁ ଦାୟୀ କରି ନ୍ୟାୟ ମାଗିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଧୋବାପଡ଼ାରେ। ରବିବାର ସକାଳୁ ଏହି ପଡ଼ାରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଶ୍ୟାମଲ କୁମାର … Read more

ମୁହଁରେ କପଡା ବାନ୍ଧି ପେଟ୍ରୋଲ ଆଣିଥିଲେ ! ସୌମ୍ୟାଶ୍ରୀଙ୍କୁ ଦେଇଥିଲେ ଦିଆସିଲି ! କିଏ ଏହି ଛାତ୍ରୀ ?

ସୌମ୍ୟାଶ୍ରୀ ଆତ୍ମହୁତି ଘଟଣା । ମିଳିଲା ବଡ ପ୍ରମାଣ । ସାମ୍ନାକୁ ଆସିଛି ମୁହଁରେ ବାନ୍ଧିଥିବା ଜଣେ ଛାତ୍ରୀଙ୍କ ଫଟୋ । କୁହାଯାଉଛି କି ଏହି ଝିଅ ଜଣଙ୍କ ପେଟ୍ରୋଲ ହିଁ ନେଇଥିଲେ । ଆଉ ସେଠାରୁ ତରବରିଆ ଭାବେ ପଳାଇଥିଲେ । ସାରା ରାଜ୍ୟରେ ସୌମ୍ୟାଶ୍ରୀ ଆତ୍ମହୁତିକୁ ନେଇ ରାଜ୍ୟରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଭିନ୍ନ ପ୍ରକାର ତଥ୍ୟ ପଦାକୁ ଆସୁଛି । କିଏ କହୁଛନ୍ତି ସୌମ୍ୟାଶ୍ରୀଙ୍କୁ ଉକାଯାଉଛି । ଆଉ କିଏ … Read more

ମେଡିକାଲରେ ଶୋଇ ୩ ଜଣଙ୍କ ନାଁ କହିଦେଲେ ନାବାଳିକା, କିଏ ଘରୁ ଡାକିନେଇଥିଲା, କେମିତି ଦେହରେ ଢାଳିଦେଲା କିରୋସିନି

ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀ ଜିଲ୍ଲା ବଳଙ୍ଗା ଟିମ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍ଏସ୍ଏସ୍ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର … Read more

ବୁଝିପାରିଲେନି ରୁମମେଟ୍, ପୂର୍ବ ଦିନ ରାତିରୁ ହିଁ ବଦଳି ଯାଇଥିଲା ଚାଲିଚଳଣି, ଏମିତି କରୁଥିଲେ ବ୍ୟବହାର

ଏବେ ଏବେ ସୌମ୍ୟାଶ୍ରୀଙ୍କ ଘଟଣାକୁ ନେଇ ଆଉ କିଛି ଖବର ଆସିଛି । ଅଧ୍ୟାପକ ସମୀର ସାହୁଙ୍କ ନିର୍ଯ୍ୟାତନା ଆଉ କେତେ ବା ସହି ଥାନ୍ତେ ଏହି ଛାତ୍ରୀ ଜଣକ । ସେଦିନ ରାତିରେ କାହିଁକି କେଜାଣି ବହୁତ ବ୍ୟସ୍ତ ବିବ୍ରତ ଥିଲେ ପୀଡ଼ିତା । ୧୨ ତାରିଖ ଦିନ ସେ ଜଳି ଯାଇଥିଲେ ଆଉ ଏହି ଖବର ତ ସମସ୍ତେ ଜାଣିଥିବେ । ୧୨ ତାରିଖ ଦିନ ଜଳିଗଲେ ଆଉ ୧୧ ତାରିଖ ଦିନ ରାତିରେ … Read more

ପାହାଡ଼ ଜଙ୍ଗଲ ଭିତରେ ଗୁମ୍ଫାରୁ ପରିବାର ସହ ଠାବ ହେଲେ ଋଷୀୟ ମହିଳା, କଣ କରୁଥିଲେ ଜାଣି ହେବେ ତାଜୁବ୍

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଗୋକର୍ଣ୍ଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଋଷୀୟ ମହିଳା ନିଜ ଦୁଇ ଛୁଆଙ୍କ ସହ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି। ମହିଳାଙ୍କ ନାମ ନୀନା କୁଟିନା ଓରଫ ମୋହିନୀ। ସେ ଆଧ୍ୟାତ୍ମିକ ଶାନ୍ତି ଖୋଜିବାକୁ ଭାରତ ଆସିଥିଲେ ଏବଂ ଗତ ଦୁଇ ସପ୍ତାହ ଧରି ସେ ତାଙ୍କ ଝିଅମାନଙ୍କ ସହିତ ରାମତୀର୍ଥ ପାହାଡ଼ରେ ଥିବା ଏକ ଗୁମ୍ଫାରେ ରହୁଥିଲେ। ପୋଲିସର ସୂଚନା ଅନୁଯାୟୀ, ନୀନା … Read more

ବିଧାୟକଙ୍କର ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ…ସେହି ଶକ୍ତିଶାଳି ବିଧାୟକ ଜଣକ କିଏ ? ଜାଣନ୍ତୁ

ବିଧାୟକଙ୍କ ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ । ଭିଣୋଇ ଭାଇ ଶାଳକ ଉପରେ ରଖିଥିଲେ ଆର୍ଶୀବାଦ । ସେ ଯେତେ କେଳି କରୁଥିଲେ ସୁଦ୍ଧା ତାଙ୍କର କେହି କିଛି କରିପାରୁ ନଥିଲେ । ଏବେ ପ୍ରଶ୍ନ ଆସୁଛି ସେହି ଶକ୍ତିଶାଳୀ ବିଧାୟକ ଜଣକ କିଏ ? ଜଣେ ବିଧାୟକ ଯିଏ ପୂର୍ବ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଯାହାଙ୍କର ଶଳା ହେଉଛି ଏହି ମୁଖ୍ୟ ଅଭିଯୁକ୍ତ ସମୀର ସାହୁ । ଯିଏ ଭିଣୋଇ ଭାଇଙ୍କ … Read more

ଜେଲ ଭିତରେ ଏମିତି କରୁଛନ୍ତି ସମୀର ସାର୍, ଭୋ ଭୋ ହୋଇ କାନ୍ଦୁଛନ୍ତି, ଜାଣନ୍ତୁ କାହିଁକି

କେମିତି ଜେଲରେ କାଳ କାଟୁଛନ୍ତି ଏଫଏମ୍ କଲେଜ ପୂର୍ବତନ ଅଧ୍ୟାପକ ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଛାତ୍ରୀ ଆତ୍ମାହୁତି ଘଟଣାରେ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଏହି ଦୁଇ ଅଭିଯୁକ୍ତଙ୍କ ହାବଭାବକୁ ନେଇ ଏବେ ଢେର ଚର୍ଚ୍ଚା । ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର … Read more

ବିବାହ ପରେ କାହିଁକି ବଢିଯାଏ ଓଜନ? ICMR କଲା ବଡ଼ ଖୁଲାସା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ବିବାହର କିଛି ବର୍ଷ ପରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ଓଜନ ପ୍ରାୟ ସମାନ କାହିଁକି ବଢ଼ିବାରେ ଲାଗେ, ଆପଣ କେବେ ଲକ୍ଷ୍ୟ କରିଛନ୍ତି କି? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ର ଏକ ସାମ୍ପ୍ରତିକ ରିପୋର୍ଟ ଏହା ଉପରେ ଆଲୋକପାତ କରିଛି । ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରାଯାଇଛି ଯେ ପ୍ରତି ଚାରି ଜଣ ବିବାହିତ ଦମ୍ପତିଙ୍କ ମଧ୍ୟରୁ ଜଣେ ସ୍ଥୂଳକାୟ କିମ୍ବା ଅଧିକ ଓଜନ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। … Read more

ପରପୁରୁଷ ସହ ମା’କୁ ଦେଖିଦେଲା ୬ ବର୍ଷର ଝିଅ, ଖଟରେ ମାରି ଜୀବନ ନେଇଗଲା ମା, ଜାଣନ୍ତୁ ପୁରା‌ ଘଟଣା

ମା’ର ପରକୀୟା ପ୍ରୀତିରେ ଅଡୁଆ ହେଉଥିଲା ପାଞ୍ଚ ବର୍ଷର ଝିଅ । ଝିଅକୁ ମାରି ସ୍ୱାମୀକୁ କାଠଗଡ଼ାରେ ଛିଡ଼ା କରାଇବାକୁ ଷଡ଼ଯନ୍ତ୍ର ରଚିଲା ଆଉ ତା’ପରେ ପ୍ରେମିକ ସହ ମିଶି ଝିଅକୁ ରାସ୍ତାରୁ ହଟାଇ ଦେଲା । ଦର୍ଶକବନ୍ଧୁ କୌଣସି ମା’ କଣ କେବେ ଏମିତି କରିପାରେ ? ମା’ ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ । ମା’ର ସ୍ଥାନ ସବୁବେଳେ ଉଚ୍ଚରେ, ତେବେ ଏଭଳି ମା’କୁ ଆମେ କେଉଁଠି ସ୍ଥାନ ଦେବା ଦୁନିଆକୁ ଭଲସେ … Read more

ଆହତ ଛାତ୍ରଙ୍କ ପାଖେ ଅଛି ବଡ଼ ପ୍ରମାଣ, ସୁସ୍ଥ ହେଲେ ଖୋଲିବେ ସବୁ ଗୁମର! ଜାଣନ୍ତୁ କଣ କହିଲେ ଜ୍ୟୋତି

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମଦାହ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ଛାତ୍ରୀ ଆତ୍ମାହୁତି ଉଦ୍ୟମ ପରେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଦୁଇ ଦିନ ଧରି କଲେଜରେ ତନାଘନା କରିବା ସହିତ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟଙ୍କୁ ଜେରା କରିଥିଲେ। ଏବେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହେବା ପରେ ମାମଲାରେ ସଂପୃକ୍ତ ସମସ୍ତଙ୍କର ଛାତି ଥରିବା ଆରମ୍ଭ କରିଛି। ଛାତ୍ରୀଜଣଙ୍କ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା … Read more