ବିବାହ କରିବାକୁ ଜବରଦସ୍ତି କରୁଥିଲା ପ୍ରେମିକ, ଜୀବନ ହାରିଦେଲେ ଯୁବତୀ, ଜାଣନ୍ତୁ ପୁରା‌ ଘଟଣା

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁକୁହ ଯାଇଛି ଯେ ତାଙ୍କ ଝିଅକୁ ବ୍ଲାକ … Read more

ପ୍ରେମିକ ସହ ମିଶି ସ୍ବାମୀର ଜୀବନ ନେବା ପରେ ଘର ଭିତରେ ପୋତିଥିଲା ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇର ନାଲା ସୋପାରାରେ ପୁଣି ଆଉ ଜଣେ ପତ୍ନୀ ତା ସ୍ୱାମୀକୁ ମାରି ଦେଇଛି। ଆଉ ଏହି ମହିଳା ଜଣଙ୍କ ସୋନମ୍ ଓ ମୁସ୍କାନ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହେଇଛି। ମହିଳା ଜଣଙ୍କ ତା ପ୍ରେମିକ ସହିତ ମିଶି ତା ସ୍ୱାମୀକୁ ହତ୍ୟା କରିଛି। ଶାଶୁ ଶଶୁର ଘରେ ନଥିବାର ସୁଯୋଗ ନେଇ ପ୍ରେମିକକୁ ଡାକି ସ୍ୱାମୀର ହତ୍ୟା କଲା। ଆଉ ଧରାପଡ଼ିବା ଭୟରେ ମହିଳା ଜଣଙ୍କ ମୃତଦେହକୁ କେଉଁଠୀ ନଫୋପାଡି ଘରେ ଏକ ଗାତ … Read more

ଖର୍ଚ୍ଚ ବାବଦରେ ପଚାରିବେ ସରକାର, କେଉଁଠି ଓ କେମିତି ଖର୍ଚ୍ଚ କଲେ ସୁଭଦ୍ରା ଟଙ୍କା? କହିବାକୁ ପଡ଼ିବ, ଜାଣନ୍ତୁ ପୁରା‌ ଖବର

ସୁଭଦ୍ରା ଟଙ୍କା ପାଇ ମହିଳାମାନେ ବହୁତ ଖୁସି । ସୁଭଦ୍ରା ଟଙ୍କା ଦେବାର ବର୍ଷେ ପରେ ଟଙ୍କା କେମିତି ଖର୍ଚ୍ଚ କଲେ ସରକାର ପଚାରିବେ । ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ସରକାର । ଏହି ଟଙ୍କାକୁ ମହିଳା ମାନେ କେଉଁଠି ଓ କେମିତି ଖର୍ଚ୍ଚ କଲେ ସର୍ଭେ କରିବେ । ତେବେ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ … Read more

ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ଲକ୍ଷେ ଟଙ୍କା ପୁରସ୍କାର, ଜନସଂଖ୍ୟା ବୃଦ୍ଧି ପାଇଁ ଏହି ସରକାରଙ୍କ ନୂଆ ଯୋଜନା

ରୁଷିଆରେ ଜନସଂଖ୍ୟା ହ୍ରାସ ଚିନ୍ତାର କାରଣ ପାଲଟିଛି। ଗର୍ଭବତୀ ହେଲେ  ସ୍କୁଲ କଲେଜ ଛାତ୍ରୀମାନେ ୧ ଲକ୍ଷ ଟଙ୍କା ପାଇବେ ବୋଲି  ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାର ଘୋଷଣା କରିଛନ୍ତି। ସନ୍ତାନ  ଜନ୍ମ କରିବା ପାଇଁ ଯୁବତୀମାନଙ୍କୁ  ନଗଦ ବୋନସ୍ ମିଳୁଛି। ଦେଶରେ କ୍ରମାଗତ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ପ୍ରବାସ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା … Read more

କାହିଁକି ଗୁଡୁଙ୍କୁ ଛାଡି ଚାଲିଗଲେ ସ୍ତ୍ରୀ ପ୍ରିୟଙ୍କା? କାନ୍ଦି କାନ୍ଦି ସ୍ତ୍ରୀ ର ପୋଲ୍ ଖୋଲିଦେଲେ କମେଡିଆନ୍ ଗୁଡୁ

ଓଡିଆ କମେଡିଆନ୍ ଗୁଡୁଙ୍କୁ ଆପଣମାନେ ସମସ୍ତେ ତ ବହୁତ ଭଲଭାବେ ଜାଣିଥିବେ । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଛି । ସେ କହିଛନ୍ତି ତାଙ୍କ ଜୀବନ ତାଙ୍କ ଫ୍ୟାମିଲି ପାଇଁ ଆରମ୍ଭ ହୋଇଛି ଆଉ ତାଙ୍କ ଜୀବନ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଯିବ । ଏବେ ସେ ଯାତ୍ରା ଜଗତରେ ପାଦ ଦେଇଛନ୍ତି । ଏବେ ସେ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଭଲପାଇବା ପାଇଛନ୍ତି । ଅଭିନୟ … Read more

ବଳଙ୍ଗାରୁ ୩ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ..ଏବେ ସିକ୍ରେଟ ଜାଗାରେ ଲୁଚାଇ ରଖିଛି, ଜାଣନ୍ତୁ ପୁରା‌ ଖବର

ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ଘଟଣା । ସନ୍ଦେହରେ ଆଜି ୩ ଜଣଙ୍କୁ ଉଠାଇ ନେଲା ବଳଙ୍ଗା ପୋଲିସ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ ଯୁବକଙ୍କୁ ପଚରାଉଚରା କରୁଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ ଚଳାଇଥିବା … Read more

ଫିଟିଲା ସୌମ୍ୟାଙ୍କ ଗୁମର…ସାମ୍ନାକୁ ଆସିଲା ଚିଠି, କାହାର ଥିଲା ଭୁଲ ସୌମ୍ୟା ନାଁ HOD ସମୀର ସାର?

ଏଫ୍‌ଏମ୍‌ କଲେଜ୍‌ ଆଇସିସି କମିଟି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ହାତରେ ଲାଗିଛି ରିପୋର୍ଟର ଏକ୍ସକ୍ଲୁସିଭ୍‌ କପି । ଯେଉଁଥିରେ ଅଭିଯୁକ୍ତ ସମୀର ସାହୁଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି । ଯାହା ସୌମ୍ୟାଶ୍ରି ଙ୍କୁ ଅବସାଦ ଭିତରକୁ ଠେଲି ଦେଇଥିଲା । ଫୁଟ୍‌ବଲ୍‌ ପଡ଼ିଆ ପାଖରେ ଅଧ୍ୟାପକ ସମୀର ସାହୁ, ତାଙ୍କୁ ଫେବର ମାଗିଥିଲେ । ହେଲେ ଆଭ୍ୟନ୍ତରୀଣ କମିଟି ଆଗରେ ଏହାର ପ୍ରମାଣ କେମିତି ଦେଇଥାନ୍ତେ ସୌମ୍ୟାଶ୍ରି। ତଦନ୍ତ ପରେ କମିଟି ରିପୋର୍ଟରେ କହିଥିଲା ଯେ, ଅଭିଯୁକ୍ତ … Read more

ହାଇଟେକ୍ ପ୍ରଫେସରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଷ୍ଟାଫ୍ ନର୍ସ, କହିଲେ- ସାର୍ ରୁମକୁ ଡାକି…

ରାଜ୍ୟରେ ନିର୍ଯାତନା ଅଭିଯୋଗ ଥମିବାର ନାଁ ଧରୁନି । ଏବେ ପୁଣି ରାଜ୍ୟ ରାଜଧାନୀରୁ ଅଭିଯୋଗ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍‌ କଲେଜର ଜଣେ ପ୍ରଫେସର ଡାକ୍ତରଙ୍କ ବିରୋଧରେ ଜଣେ ଷ୍ଟାଫ ନର୍ସ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ଦେଢ଼ ବର୍ଷ ଧରି ଏହି ନର୍ସ ନିର୍ଯାତନାର ଶିକାର ହୋଇ ଆସୁଛନ୍ତି । ଏନେଇ ସେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରି ନିରାଶ … Read more

କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ନେଇ ସାଂଘାତିକ ଖୁଲାସା, ସେଦିନ ରାତିରେ…

ଗିରଫ ପରେ ଜେଲରେ ଅଛନ୍ତି ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଯାଇଛନ୍ତି। ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ଉଦିତଙ୍କୁ କଂଗ୍ରେସ ନିଲମ୍ବନ କରିଛି। ତେବେ ଏହାରି ଭିତରେ ବଡ଼ ଖବର ଆସ୍ନାକୁ ଆସିଛି। ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ। କାଲି ଭିଡିଓ କରି ଉଦିତଙ୍କ ଦୋଷ ନ … Read more

ଜମି ଭାଗ ହେବନି, ସେଥିପାଇଁ ଜଣେ ଝିଅକୁ ବାହା ହେଲେ ୨ ଭାଈ, କେମିତି କରିବେ ଚତୁର୍ଥୀ, ଜାଣନ୍ତୁ ଆଶ୍ଚର୍ଯ୍ୟକର ଘଟଣା

ଜଣେ ବୋହୂ । ୨ ଜଣ ବର । ସେ ପୁଣି ଗୋଟିଏ ମାଆ ପେଟର ୨ ଭାଇ । ୟେ କୌଣସି ଲଭ ଟ୍ରାଙ୍ଗେଲ ନୁହେଁ କି ଧୋକାର କଥା ନାହିଁ । ବରଂ ସମସ୍ତଙ୍କ ସହମତିରେ ପୁରା ରୀତିନୀତିରେ ହୋଇଥିବା ଏକ ନିଆରା ଓ ଚର୍ଚ୍ଚିତ ବାହାଘର । ଫିଲ୍ମ କାହାଣୀ ପରି ଲାଗୁଥିବା ଏ ଘଟଣା ସତସତିକା ଘଟିଛି ହିମାଚଳ ପ୍ରଦେଶରେ । ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିବାର ଜିଦ୍ ୟା ନୂଆ … Read more