ଆଧାର କାର୍ଡ ଦେଖେଇଲେ ମିଳିବ କି ପେଟ୍ରୋଲ! ବୋତଲରେ ଆଉ ମିଳିବନି?‌ ଜାଣନ୍ତୁ ପୁରା ଖବର

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁସାରେ ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ । ଯେଉଁମାନେ ପେଟ୍ରୋଲ୍‌ ନେବେ ସେମାନେ ସାଙ୍ଗରେ ଗାଡ଼ି ନେଇକି ଆସିବାକୁ ପଡ଼ିବ । ହେଲେ ଏହାକୁ ନେଇ ଏବେ ଚିନ୍ତାରେ ଅନେକ । ସାଧାରଣ ଭାବରେ ମଟର … Read more

ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କଲେ ପରେ ଗର୍ଭବତୀ ଜାଣିବା ପରେ ଜୀଅନ୍ତା ମାଟିତଳେ ପୋତୁଥିଲେ, ଜାଣନ୍ତୁ ପୁରା‌ ଘଟଣା

ମାସେ ପର୍ଯ୍ୟନ୍ତ କଲେ ନାବାଳିକାଙ୍କୁ ବଳତ୍କାର। ନାବାଳିକା ଗର୍ଭବତୀ ହେବା ପରେ ଜୀବନ୍ତ ପୋତି ଦେବାକୁ ଉଦ୍ୟମ କରୁଥିଲେ ଅପରାଧୀ। ଜଗତସିଂହପୁର ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। କୁଜଙ୍ଗ ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଜଗତସିଂହପୁର ବନଶବରା ଗାଁରେ ରହୁଥିବା ୬୦ ବର୍ଷର ଭାଗିରଥ ଦାସ, ପଞ୍ଚାନନ୍ ଦାସ ଦୁଇ ଭାଇଙ୍କ ନାଁରେ ଅଭିଯୋଗ ହୋଇଛି। ଗାଁ ପାଖରେ ଥିବା ମଠରେ ଏମାନେ କାମ କରୁଥିଲେ। ଆଉ ଏକ ବ୍ୟକ୍ତି ଟୁଲୁ ବାବୁ ସହ ମିଶି … Read more

ଓଡ଼ିଶାରେ ଉପଭୋକ୍ତାଙ୍କୁ ଶୋଷଣ, ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍, ଜାଣନ୍ତୁ ପୁରା‌ ଖବର

ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ। ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ। ଏହାରି ଭିତରେ ସ୍ମାର୍ଟ ମିଟରକୁ ନେଇ ଲୋକଙ୍କ ମନରେ ଉପୁଜିଛି ଚିନ୍ତା। ଉପଭୋକ୍ତାଙ୍କ ମାଳ ମାଳ ଅଭିଯୋଗକୁ ନେଇ ମହାସଂଘ ବିଦ୍ୟୁତ୍ ନିୟାମକ ଆୟୋଗକଙ୍କ ନିକଟରେ ଅଭିଯୋଗ କରିବା ପରେ ସମସ୍ୟାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଗ୍ରାହକ ଓ ଅନୁଷ୍ଠାନ ଗୁଡ଼ିକ ଠାରୁ ଅଭିଯୋଗ ଓ ମତାମତ ଗ୍ରହଣ ପାଇଁ ନୋଟିସ ଜାରି ହେଇଛି। ହେଲେ ସ୍ମାର୍ଟ୍ ମିଟର ଲଗାଇବା … Read more

ଏଣିକି ଛାଡ଼ପତ୍ର ପରେ ପତ୍ନୀଙ୍କୁ ମିଳିବନି ଆଲିମନି! ନିଜ ଖର୍ଚ୍ଚ ପାଇଁ ନିଜେ କରିବେ ରୋଜଗାର, ଜାଣନ୍ତୁ ପୁରା‌ ଖବର

ବିବାହର ମାତ୍ର ୧୮ ମାସ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବାବେଳେ ଭରଣପୋଷଣ ବାବଦରେ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଫ୍ଲାଟ୍‌ ୧୨ କୋଟି ଟଙ୍କା ଓ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ମାଗିଥିଲେ । ସେହି ମାମଲାରେ ସିଜେଆଇ ବି.ଆର୍‌ ଗଭଇଙ୍କ ଖଣ୍ଡପୀଠ ଶୁଣାଣି କରି ମହିଳା ଜଣଙ୍କୁ ଏକ ପ୍ରସ୍ତାବ ଦେବା ସହ ମାମଲାକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣଙ୍କ ଗୋଟିଏ ଫ୍ଲାଟରେ ସନ୍ତୁଷ୍ଟ ହୁଅନ୍ତୁ କିମ୍ଵା ୪ କୋଟି ନେଇ … Read more

ବିବାହ କରିବାକୁ ଜବରଦସ୍ତି କରୁଥିଲା ପ୍ରେମିକ, ଜୀବନ ହାରିଦେଲେ ଯୁବତୀ, ଜାଣନ୍ତୁ ପୁରା‌ ଘଟଣା

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁକୁହ ଯାଇଛି ଯେ ତାଙ୍କ ଝିଅକୁ ବ୍ଲାକ … Read more

ପ୍ରେମିକ ସହ ମିଶି ସ୍ବାମୀର ଜୀବନ ନେବା ପରେ ଘର ଭିତରେ ପୋତିଥିଲା ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇର ନାଲା ସୋପାରାରେ ପୁଣି ଆଉ ଜଣେ ପତ୍ନୀ ତା ସ୍ୱାମୀକୁ ମାରି ଦେଇଛି। ଆଉ ଏହି ମହିଳା ଜଣଙ୍କ ସୋନମ୍ ଓ ମୁସ୍କାନ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହେଇଛି। ମହିଳା ଜଣଙ୍କ ତା ପ୍ରେମିକ ସହିତ ମିଶି ତା ସ୍ୱାମୀକୁ ହତ୍ୟା କରିଛି। ଶାଶୁ ଶଶୁର ଘରେ ନଥିବାର ସୁଯୋଗ ନେଇ ପ୍ରେମିକକୁ ଡାକି ସ୍ୱାମୀର ହତ୍ୟା କଲା। ଆଉ ଧରାପଡ଼ିବା ଭୟରେ ମହିଳା ଜଣଙ୍କ ମୃତଦେହକୁ କେଉଁଠୀ ନଫୋପାଡି ଘରେ ଏକ ଗାତ … Read more

ଖର୍ଚ୍ଚ ବାବଦରେ ପଚାରିବେ ସରକାର, କେଉଁଠି ଓ କେମିତି ଖର୍ଚ୍ଚ କଲେ ସୁଭଦ୍ରା ଟଙ୍କା? କହିବାକୁ ପଡ଼ିବ, ଜାଣନ୍ତୁ ପୁରା‌ ଖବର

ସୁଭଦ୍ରା ଟଙ୍କା ପାଇ ମହିଳାମାନେ ବହୁତ ଖୁସି । ସୁଭଦ୍ରା ଟଙ୍କା ଦେବାର ବର୍ଷେ ପରେ ଟଙ୍କା କେମିତି ଖର୍ଚ୍ଚ କଲେ ସରକାର ପଚାରିବେ । ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ସରକାର । ଏହି ଟଙ୍କାକୁ ମହିଳା ମାନେ କେଉଁଠି ଓ କେମିତି ଖର୍ଚ୍ଚ କଲେ ସର୍ଭେ କରିବେ । ତେବେ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ … Read more

ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ଲକ୍ଷେ ଟଙ୍କା ପୁରସ୍କାର, ଜନସଂଖ୍ୟା ବୃଦ୍ଧି ପାଇଁ ଏହି ସରକାରଙ୍କ ନୂଆ ଯୋଜନା

ରୁଷିଆରେ ଜନସଂଖ୍ୟା ହ୍ରାସ ଚିନ୍ତାର କାରଣ ପାଲଟିଛି। ଗର୍ଭବତୀ ହେଲେ  ସ୍କୁଲ କଲେଜ ଛାତ୍ରୀମାନେ ୧ ଲକ୍ଷ ଟଙ୍କା ପାଇବେ ବୋଲି  ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାର ଘୋଷଣା କରିଛନ୍ତି। ସନ୍ତାନ  ଜନ୍ମ କରିବା ପାଇଁ ଯୁବତୀମାନଙ୍କୁ  ନଗଦ ବୋନସ୍ ମିଳୁଛି। ଦେଶରେ କ୍ରମାଗତ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ପ୍ରବାସ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା … Read more

କାହିଁକି ଗୁଡୁଙ୍କୁ ଛାଡି ଚାଲିଗଲେ ସ୍ତ୍ରୀ ପ୍ରିୟଙ୍କା? କାନ୍ଦି କାନ୍ଦି ସ୍ତ୍ରୀ ର ପୋଲ୍ ଖୋଲିଦେଲେ କମେଡିଆନ୍ ଗୁଡୁ

ଓଡିଆ କମେଡିଆନ୍ ଗୁଡୁଙ୍କୁ ଆପଣମାନେ ସମସ୍ତେ ତ ବହୁତ ଭଲଭାବେ ଜାଣିଥିବେ । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଛି । ସେ କହିଛନ୍ତି ତାଙ୍କ ଜୀବନ ତାଙ୍କ ଫ୍ୟାମିଲି ପାଇଁ ଆରମ୍ଭ ହୋଇଛି ଆଉ ତାଙ୍କ ଜୀବନ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଯିବ । ଏବେ ସେ ଯାତ୍ରା ଜଗତରେ ପାଦ ଦେଇଛନ୍ତି । ଏବେ ସେ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଭଲପାଇବା ପାଇଛନ୍ତି । ଅଭିନୟ … Read more

ବଳଙ୍ଗାରୁ ୩ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ..ଏବେ ସିକ୍ରେଟ ଜାଗାରେ ଲୁଚାଇ ରଖିଛି, ଜାଣନ୍ତୁ ପୁରା‌ ଖବର

ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ଘଟଣା । ସନ୍ଦେହରେ ଆଜି ୩ ଜଣଙ୍କୁ ଉଠାଇ ନେଲା ବଳଙ୍ଗା ପୋଲିସ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ ଯୁବକଙ୍କୁ ପଚରାଉଚରା କରୁଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ ଚଳାଇଥିବା … Read more