ବିଧାୟକଙ୍କର ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ…ସେହି ଶକ୍ତିଶାଳି ବିଧାୟକ ଜଣକ କିଏ ? ଜାଣନ୍ତୁ

ବିଧାୟକଙ୍କ ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ । ଭିଣୋଇ ଭାଇ ଶାଳକ ଉପରେ ରଖିଥିଲେ ଆର୍ଶୀବାଦ । ସେ ଯେତେ କେଳି କରୁଥିଲେ ସୁଦ୍ଧା ତାଙ୍କର କେହି କିଛି କରିପାରୁ ନଥିଲେ । ଏବେ ପ୍ରଶ୍ନ ଆସୁଛି ସେହି ଶକ୍ତିଶାଳୀ ବିଧାୟକ ଜଣକ କିଏ ? ଜଣେ ବିଧାୟକ ଯିଏ ପୂର୍ବ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଯାହାଙ୍କର ଶଳା ହେଉଛି ଏହି ମୁଖ୍ୟ ଅଭିଯୁକ୍ତ ସମୀର ସାହୁ । ଯିଏ ଭିଣୋଇ ଭାଇଙ୍କ … Read more

ଜେଲ ଭିତରେ ଏମିତି କରୁଛନ୍ତି ସମୀର ସାର୍, ଭୋ ଭୋ ହୋଇ କାନ୍ଦୁଛନ୍ତି, ଜାଣନ୍ତୁ କାହିଁକି

କେମିତି ଜେଲରେ କାଳ କାଟୁଛନ୍ତି ଏଫଏମ୍ କଲେଜ ପୂର୍ବତନ ଅଧ୍ୟାପକ ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଛାତ୍ରୀ ଆତ୍ମାହୁତି ଘଟଣାରେ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଏହି ଦୁଇ ଅଭିଯୁକ୍ତଙ୍କ ହାବଭାବକୁ ନେଇ ଏବେ ଢେର ଚର୍ଚ୍ଚା । ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର … Read more

ବିବାହ ପରେ କାହିଁକି ବଢିଯାଏ ଓଜନ? ICMR କଲା ବଡ଼ ଖୁଲାସା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ବିବାହର କିଛି ବର୍ଷ ପରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ଓଜନ ପ୍ରାୟ ସମାନ କାହିଁକି ବଢ଼ିବାରେ ଲାଗେ, ଆପଣ କେବେ ଲକ୍ଷ୍ୟ କରିଛନ୍ତି କି? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ର ଏକ ସାମ୍ପ୍ରତିକ ରିପୋର୍ଟ ଏହା ଉପରେ ଆଲୋକପାତ କରିଛି । ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରାଯାଇଛି ଯେ ପ୍ରତି ଚାରି ଜଣ ବିବାହିତ ଦମ୍ପତିଙ୍କ ମଧ୍ୟରୁ ଜଣେ ସ୍ଥୂଳକାୟ କିମ୍ବା ଅଧିକ ଓଜନ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। … Read more

ପରପୁରୁଷ ସହ ମା’କୁ ଦେଖିଦେଲା ୬ ବର୍ଷର ଝିଅ, ଖଟରେ ମାରି ଜୀବନ ନେଇଗଲା ମା, ଜାଣନ୍ତୁ ପୁରା‌ ଘଟଣା

ମା’ର ପରକୀୟା ପ୍ରୀତିରେ ଅଡୁଆ ହେଉଥିଲା ପାଞ୍ଚ ବର୍ଷର ଝିଅ । ଝିଅକୁ ମାରି ସ୍ୱାମୀକୁ କାଠଗଡ଼ାରେ ଛିଡ଼ା କରାଇବାକୁ ଷଡ଼ଯନ୍ତ୍ର ରଚିଲା ଆଉ ତା’ପରେ ପ୍ରେମିକ ସହ ମିଶି ଝିଅକୁ ରାସ୍ତାରୁ ହଟାଇ ଦେଲା । ଦର୍ଶକବନ୍ଧୁ କୌଣସି ମା’ କଣ କେବେ ଏମିତି କରିପାରେ ? ମା’ ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ । ମା’ର ସ୍ଥାନ ସବୁବେଳେ ଉଚ୍ଚରେ, ତେବେ ଏଭଳି ମା’କୁ ଆମେ କେଉଁଠି ସ୍ଥାନ ଦେବା ଦୁନିଆକୁ ଭଲସେ … Read more

ଆହତ ଛାତ୍ରଙ୍କ ପାଖେ ଅଛି ବଡ଼ ପ୍ରମାଣ, ସୁସ୍ଥ ହେଲେ ଖୋଲିବେ ସବୁ ଗୁମର! ଜାଣନ୍ତୁ କଣ କହିଲେ ଜ୍ୟୋତି

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମଦାହ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ଛାତ୍ରୀ ଆତ୍ମାହୁତି ଉଦ୍ୟମ ପରେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଦୁଇ ଦିନ ଧରି କଲେଜରେ ତନାଘନା କରିବା ସହିତ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟଙ୍କୁ ଜେରା କରିଥିଲେ। ଏବେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହେବା ପରେ ମାମଲାରେ ସଂପୃକ୍ତ ସମସ୍ତଙ୍କର ଛାତି ଥରିବା ଆରମ୍ଭ କରିଛି। ଛାତ୍ରୀଜଣଙ୍କ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା … Read more

ନ୍ୟାୟ ଅପେକ୍ଷାରେ ଆଉଜଣେ ମହିଳା, ମାଲିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି ହେଲେ ଶୁଣୁନି ପୋଲିସ୍, ଜାଣନ୍ତୁ ପୁରା‌ ଘଟଣା

ବାଲେଶ୍ୱରରେ ସୌମ୍ୟାଶ୍ରୀ ୩ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିବା ପରେ ରାଉରକେଲାରେ ଜଣେ ମହିଳା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ପୁଲିସ ଠାରୁ ନ୍ୟାୟ ପାଇବା ଅପକ୍ଷାରେ ରହିଛନ୍ତି । ରାଉରକେଲା ସହରକୁ ଲାଗି ରହିଥିବା ବେଦବ୍ୟାସ ଠାରେ ଥିବା ଜେପି ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ ଚନ୍ଦନ ବଂଶଲ ସେହି ଡାକ୍ତରଖାନାରେ କାମ କରୁଥିବା ଜଣେ ବିବାହିତା ମହିଳା କର୍ମଚାରୀଙ୍କୁ ଏକାକୀ ପାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ … Read more

ଯିଏ ସମସ୍ତଙ୍କୁ ବୁଝାଉଥିଲା ସେ ଏମିତି କରିବ କିପରି: ସୌମ୍ୟାଶ୍ରୀଙ୍କ ରୁମମେଟ୍ ଖୋଲିଲେ ବଡ଼ ଗୁମର

ସାମ୍ନାକୁ ଆସିଲା FM କଲେଜର ମୃତ ଛାତ୍ରୀଙ୍କ ରୁମମେଟ୍‌ଙ୍କ ବେଦନାଭରା କାହାଣୀ । ମୁହଁ ଖୋଲିଲେ ମୃତ ଛାତ୍ରୀଙ୍କ ରୁମମେଟ୍ । ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ ବୋଲି କହିଛନ୍ତି ସୌମ୍ୟାଶ୍ରୀ ଙ୍କ ରୁମମେଟ୍ । ସେ ଆହୁରି କହିଛନ୍ତି ଯେ, ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ । ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ ସୌମ୍ୟାଶ୍ରୀ । … Read more

ପୁଣି ଜଣେ ଅଧ୍ୟାପକଙ୍କ କଳା କାରନାମା, ଛାତ୍ରୀ ସହ ଜୋର୍ ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ସାରା ରାଜ୍ୟ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ନେଇ ଏବେ ଉଠୁଥିବା ପଡୁଥିବାବେଳେ ଏହି ଘଟଣାକୁ ନେଇ ଗୁରୁବାର ରାଜ୍ୟରେ ବନ୍ଦର ଆହ୍ୱାନ କରାଯାଇଛି । ଏହି ବନ୍ଦ ଆଜି ଜାରି ରହିଥିବା ବେଳେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବା ଏବଂ ଏ ସମ୍ପର୍କରେ ଅଭିଯୁକ୍ତ ଜଣେ ସହାୟକ ପ୍ରଫେସରଙ୍କ ଗିରଫ ଘଟଣା ଏବେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରି ଦେଇଛି । ପୁଲିସର ସୁଚନା ଅନୁଯାୟୀ, ସମ୍ବଲପୁରର … Read more

ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରୁ ସୌମ୍ୟାଶ୍ରୀଙ୍କୁ ଦିଆଯାଇଥିଲା ପେଟ୍ରୋଲ? ପୀଡ଼ିତାଙ୍କ ସାଙ୍ଗ କହିଦେଲେ ସବୁକିଛି

ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଏବେ ସହଦେବଖୁଣ୍ଟା ପୁଲିସର ଭୂମିକା ସନ୍ଦେହ ଘେରରେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲା ପୁଲିସ । କେବଳ ଜେନେରାଲ ଡାଏରୀ କରି ଛାଡ଼ିଦେଇଥିଲା ସହଦେବଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ସହ ଦୁର୍ବ୍ୟବହାର ନେଇ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ଏବେ ପ୍ରଶ୍ନ ଆସୁଛି କି ପୂର୍ବରୁ ପେଟ୍ରୋଲର ଭୟାବହତା ସମ୍ପର୍କରେ … Read more

କେବଳ ମାସେ ବିନା ଚା’ ରେ, ଜାଣନ୍ତୁ ଶରୀରରେ ହେବାକୁ ଥିବା ୭ ବଡ଼ ପରିବର୍ତ୍ତନ, ଚା ପିଆଳି ନିଶ୍ଚିତ ଜାଣନ୍ତୁ

ଭାରତର ଲୋକମାନେ ଚା ପିଇବାକୁ ବହୁତ ପସନ୍ଦ କରିଥାନ୍ତି । ଭାରତରେ ଚା ପ୍ରତି ପ୍ରେମ ସବୁଠାରୁ ଅଧିକ । ଆମ ଦେଶରେ ଆପଣ ଅନେକ ଚା ପ୍ରେମୀ ପାଇବେ । ଆମ ମଧ୍ୟରୁ ଅନେକ ସକାଳେ ଦାନ୍ତ ଘଷିବା ପୂର୍ବରୁ ଚା ପିଇଥାଉ । ଚା ପିଇବା ପରେ, ଏପରି ଅନୁଭବ ହୁଏ ଯେପରି ଆମେ ନୂତନ ଶକ୍ତି ପାଇଛୁ । ଚା ଆମ ଜୀବନର ଏତେ ଅଂଶ ହୋଇଗଲାଣି ଯେ ଦିନକୁ ଗୋଟିଏ କିମ୍ବା … Read more